ପୁଲିସ ସହ ଯୁକ୍ତିତର୍କ : ବିଧାୟକଙ୍କ ପୁଅ ନାଁ’ରେ ମାମଲା, ମୋବାଇଲ ଓ କାର୍‌ ଜବତ , ଘସିପୁରା ବିଧାୟକଙ୍କ ଘର ଘେରିଲା ପୁଲିସ

ଆନନ୍ଦପୁର : ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ। ଏହି ଯୁବନେତା ତଥା ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ମୋବାଇଲରେ ଭିଡିଓ ରେକର୍ଡିଂ କରିବାକୁ ଜଣେ ପୁଲିସ ଏସ୍‌ଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ … Continue reading ପୁଲିସ ସହ ଯୁକ୍ତିତର୍କ : ବିଧାୟକଙ୍କ ପୁଅ ନାଁ’ରେ ମାମଲା, ମୋବାଇଲ ଓ କାର୍‌ ଜବତ , ଘସିପୁରା ବିଧାୟକଙ୍କ ଘର ଘେରିଲା ପୁଲିସ